ବିସ୍‌ଲେରି ଦାଇତ୍ୱ ସମ୍ଭାଳିବେ ଜୟନ୍ତୀ ଚୌହାନ : ଝିଅ ରାଜି ହେବାରୁ ବାପାଙ୍କ ଚିନ୍ତା ଗଲା

ବେଙ୍ଗାଲୁରୁ: ପାନୀୟ ବୋତଲ କହିଲେ ଲୋକମାନଙ୍କ ମନକୁ ଆସୁଥିବା ସର୍ବପ୍ରଥମ ନାମ ହେଉଛି ବିସ୍‌ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହାନ ସମ୍ଭାଳି ପାରୁନାହାନ୍ତି। ଜାଣିବାକୁ ମିଳିଛି ଯେ ଏହାକୁ ଏବେ ତାଙ୍କ ଝିଅ ଜୟନ୍ତୀ ଚୌହାନ ସମ୍ଭାଳିବେ। ପୂର୍ବରୁ ସେ ଏହି ଦାଇତ୍ୱ ନେବାକୁ ରାଜି ହେଉନଥିଲେ। ୪୨ ବର୍ଷୀୟା ଜୟନ୍ତୀ ଏବେ … Continue reading ବିସ୍‌ଲେରି ଦାଇତ୍ୱ ସମ୍ଭାଳିବେ ଜୟନ୍ତୀ ଚୌହାନ : ଝିଅ ରାଜି ହେବାରୁ ବାପାଙ୍କ ଚିନ୍ତା ଗଲା